ଶ୍ରୀହନୁମତ୍ ସ୍ଵରମାଳାସ୍ତୋତ୍ରଂକୁ ଆଜି ସନ୍ଧ୍ୟାରେ କରନ୍ତୁ ଜପ, ବଡ଼ ମଙ୍ଗଳରେ ମିଳିବ ହନୁମାନଙ୍କ ଆଶୀର୍ବାଦ, ଦୂର ହେବ ସମସ୍ତ ଦୁଃଖ
ଓଡ଼ିଶା ଭାସ୍କର: ଜ୍ୟେଷ୍ଠ ମାସରେ ସମସ୍ତ ମଙ୍ଗଳବାରକୁ ବଡ଼ ମଙ୍ଗଳ କୁହାଯାଇଥାଏ। ଏହି ଦିନ ବଜରଙ୍ଗବାଲୀଙ୍କ ଆରାଧନା କରିବା ଅତ୍ୟନ୍ତ ଫଳପ୍ରଦ। ବଡ଼ ମଙ୍ଗଳ ଦିନ ବ୍ରତ ରଖିବାର ମଧ୍ୟ ବିଧାନ ରହିଛି। ଏହା କରିବା ଦ୍ୱାରା…

