ସରକାରଙ୍କ ବଡ଼ ଘୋଷଣା: ମାସକୁ 2100 ଟଙ୍କା ପାଇବେ ପ୍ରତ୍ୟେକ ମହିଳା, ସେପ୍ଟେମ୍ବର 25 ସୁଦ୍ଧା ସାରି ଦିଅନ୍ତୁ ଏହି କାମ…
ହରିୟାଣା: ଏବେ ମହିଳାମାନେ ଆର୍ଥିକ ସ୍ତରରେ ହେବେ ସ୍ବାବଲମ୍ବୀ । ହରିୟାଣା ସରକାର ମାସିକ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଏକ ଯୋଜନା ଆରମ୍ଭ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲାଡୋ ଲକ୍ଷ୍ମୀ ଯୋଜନା ଅଧୀନରେ,…

