୨୨ ସେପ୍ଟେମ୍ବରରୁ Health Insuranceରୁ ହଟିବ GST, ଜାଣନ୍ତୁ ଶସ୍ତା ପଲିସିର କେମିତି ଉଠାଇବେ ଫାଇଦା
ନୂଆଦିଲ୍ଲୀ: GST ପରିଷଦର 56ତମ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ ଦୀପାବଳି ପୂର୍ବରୁ ଦେଶର ସାଧାରଣ ଜନତାଙ୍କୁ ଏକ ବଡ଼ ଉପହାର ଦିଆଯାଇଥିବା କହିଛନ୍ତି । ସେ…

