ଖବର ଆଗାମୀ ୫ ଦିନ ସିଝିବ ଓଡ଼ିଶା, ସିଭିୟର ହିଟ୍ୱେଭ ନେଇ ଅରେଞ୍ଜ ଆଲର୍ଟ ଜାରି Abinash Kumar Dhal Apr 22, 2025 ଭୁବନେଶ୍ୱର: ତତଲା ଟାୱାରେ ଭାଜି ହେଉଛି ସାରା ରାଜ୍ୟ। ଆହୁରି ୫ ଦିନ ଆକାଶରୁ ହେବ ନିଆଁ ବର୍ଷା। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି। ୨୬ ତାରିଖ ଯାଏଁ ଜଳିବ ପଶ୍ଚିମ…