ବାଂଲାଦେଶ ନିର୍ବାଚନ ବର୍ଜନ କରିବେ ହିନ୍ଦୁ, ହତ୍ୟା ଏବଂ ଜନମତ ଉପରେ ଉଠିଛି ଆପତ୍ତି..
ଓଡିଶାଭାସ୍କର: ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିବାଦରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଫେବୃଆରୀ ୧୨ ତାରିଖରେ ବାଂଲାଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ବର୍ଜନ…
