ଭାରତୀୟ ହକି ଟିମ୍ ଏସିଆ କପ୍ ଜିତିବା ପରେ ଆସିଲା ଗୌତମ ଗମ୍ଭୀରଙ୍କ ପ୍ରତିକ୍ରିୟା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ବୟାନ୍
ଅବୁଧାବି: ରବିବାର ରାଜଗିର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯାଇଥିବା ଏସିଆ କପ୍ ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ଦକ୍ଷିଣ କୋରିଆକୁ 4-1 ଗୋଲରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟ୍ରଫି ଜିତିଛି।
ଏହି ବିଜୟ ସହିତ,…

