ଆଜି ଏକାଦଶୀରେ ୯ ରାଶି ଉପରେ କୃପା କରିବେ ବିଷ୍ଣୁ, ଅଟକି ଥିବା କାମ ହେବ ପୂର୍ଣ୍ଣ, ୩ ରାଶିର ଘାତବାର, ଦେଖି ଚାହିଁ ଚଲାନ୍ତୁ ଗାଡ଼ି
ଆଜି ଶୁକ୍ରବାର, କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଏକାଦଶୀ ତିଥି। ଏକାଦଶୀ ତିଥି ସକାଳ ୧୧ଟା ୧୩ ପର୍ଯ୍ୟନ୍ତ ରହିବ। ଏହା ପରେ ଦ୍ୱାଦଶୀ ତିଥି ଆରମ୍ଭ ହେବ। ଆଜି ରାମ ଏକାଦଶୀର ବ୍ରତ ପାଳନ କରାଯିବ।
ଶୁକ୍ଳ ଯୋଗ ଆଜି…

