(VIDEO)କୋଚ୍ଙ୍କ ଘରେ ଚାଲିଛି ଡିନର ପାର୍ଟି, ସବୁ ଖେଳାଳିଙ୍କୁ ନିମନ୍ତ୍ରଣ, ସାମ୍ନାକୁ ଆସିଲା ଭିଡିଓ
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପରବର୍ତ୍ତୀ ଟେଷ୍ଟ ମ୍ୟାଚ୍ ଦିଲ୍ଲୀରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସମସ୍ତ ଭାରତୀୟ ଦଳର ଖେଳାଳି ଦିଲ୍ଲୀ ଆସିଛନ୍ତି।
ଟିମ୍ ଇଣ୍ଡିଆର ମୁଖ୍ୟ…

