ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀ ମୋହନଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ
ମଧ୍ୟପ୍ରଦେଶ: ଆସିଲା ବଡ଼ ଖବର। ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ। ବଡ଼ ବିପଦରୁ ବର୍ତ୍ତିଗଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ।
ସୂଚନା ଅନୁଯାୟୀ, ଶନିବାର ସକାଳେ ମୁଖ୍ୟମନ୍ତ୍ରୀ…

