ପୁରୁଣା ସିମ ଫିଙ୍ଗନ୍ତୁନି, ଏଥିରୁ ଆପଣ ବି ବାହାର କରିପାରିବେ ସୁନା! ଜାଣିରଖନ୍ତୁ ସିମ କାର୍ଡରେ କେତେ ମାତ୍ରର ସୁନା ବ୍ୟବହାର କରାଯାଏ ଆଉ…
ନୂଆଦିଲ୍ଲୀ: ଆପଣଙ୍କ ଫୋନରେ ଥିବା ଛୋଟ ସିମ୍ କାର୍ଡଟି ପ୍ରକୃତରେ ଏକ ମୂଲ୍ୟବାନ ସମ୍ପତ୍ତି କି? ଚୀନର ଏକ ଖବର ସୋସିଆଲ ମିଡିଆରେ କୌତୁହଳ ସୃଷ୍ଟି କରିଛି, ଯେଉଁଥିରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ପୁରୁଣା ସିମ୍…
