ରାଜଧାନୀରେ ଆଜିଠୁ ନୂଆ ନିୟମ: ଏହି ଗାଡ଼ିରେ ପଡ଼ିବନି ପେଟ୍ରୋଲ-ଡିଜେଲ, ଖତ ହେବ 62 ଲକ୍ଷ ଗାଡ଼ି
ନୂଆଦିଲ୍ଲୀ: ଆଜିଠୁ ବଦଳିଯାଇଛି ଅନେକ ନିୟକ । ଖାସ କରି ରାଜଧାନୀରେ ଲାଗୁହେଲା ନୂଆ ନିୟମ । ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପୁରୁଣା ଯାନ ବ୍ୟବହାରକୁ ରୋକିବା ପାଇଁ ଦିଲ୍ଲୀ…
