Asia Cup 2025: ଏବେ ଭାରତର ବିଜୟ ପାଇଁ ପ୍ରାର୍ଥନା କରିବ ପାକିସ୍ତାନ, ଆସିଲା ବଡ଼ ସମୀକରଣ
ନୂଆଦିଲ୍ଲୀ: ଏସିଆ କପ୍ 2025ରେ ଭାରତ ଏବଂ ପାକିସ୍ତାନୀ ଦଳ ମଧ୍ୟରେ ତୀବ୍ର ବିବାଦ ଦେଖିବାକୁ ମିଳୁଛି । ଗ୍ରୁପ୍ ଷ୍ଟେଜରେ ହାତ ନ ମିଳାଇବା ବିବାଦ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସୁପର-4 ପର୍ଯ୍ୟାୟରେ ଉଭୟ ଦଳର…

