ଯୁବପିଢିଙ୍କ ପାଇଁ ଗୁଡନ୍ୟୁଜ୍! ଏହି ଯୋଜନାରେ 5 ଲକ୍ଷ ପର୍ଯ୍ୟନ୍ତ କରମୁକ୍ତ ଋଣ ଦେବେ ସରକାର, ଏମିତି କରନ୍ତୁ ଆପ୍ଲାଏ
ଲକ୍ଷ୍ନୌ: ଯୁବପିଢିଙ୍କ ପାଇଁ ଖୁସିଖବର । ଯୋଗୀ ସରକାର ଯୁବକମାନଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରମୁକ୍ତ ଋଣ ପ୍ରଦାନ କରୁଛନ୍ତି ଯାହା ଦ୍ଵାରା ସେମାନେ ନିଜର ବ୍ୟବସାୟ ଆରମ୍ଭ କରିପାରିବେ।
କିଏ ଆବେଦନ କରିପାରିବେ?…
