1 ଟଙ୍କିଆ ସାମ୍ପୁରେ ଚମକାନ୍ତୁ କଳଙ୍କି ଲାଗିଥିବା ଲୁହା ତାୱା; ଚୁଟକିରେ ହୋଇଯିବ ନୁଆଁ, ଆପଣାନ୍ତୁ ଏହି ଯାଦୁ ଟ୍ରିକ୍
how to clean dirty tawa: କୁହାଯାଏ ଯେ ଲୁହା ପ୍ୟାନରେ ରନ୍ଧା ଖାଦ୍ୟ ସ୍ୱାଦିଷ୍ଟ ଲାଗେ, କିନ୍ତୁ ଯଦି ଏହା କଳଙ୍କି ଲାଗିଯାଏ, ତେବେ ଏହାକୁ କାଢିବା କଷ୍ଟକର। ତେଣୁ, ଯଦି ଆପଣଙ୍କ ଘରେ ଏପରି ପ୍ୟାନ ଅଛି, ତେବେ ଆପଣ…
