Ind vs Pak Live Streaming: ଫ୍ରିରେ ଭାରତ-ପାକ୍ ମ୍ୟାଚ୍, ସୋନି ନେଟୱର୍କ ବ୍ୟତୀତ ଏଠି ବି ଦେଖି ପାରିବେ ମହାମୁକାବିଲା ଲାଇଭ୍
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସବୁଠାରୁ ବଡ଼ ମ୍ୟାଚ୍, ଅର୍ଥାତ୍ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ୧୪ ସେପ୍ଟେମ୍ବର ଅର୍ଥାତ ଆଜି ଖେଳାଯିବ। ସଲମାନ ଆଗା ଏବଂ ସୂର୍ଯ୍ୟକୁମାର ଯାଦବ, ଉଭୟ ପ୍ରଥମ ଥର ପାଇଁ ଏକ ବହୁ-ଜାତୀୟ…

