ଶସ୍ତା ହେଲା ଆଇଫୋନ୍! ଭାଲେଣ୍ଟାଇନ୍ ସପ୍ତାହରେ ଗ୍ରାହକଙ୍କ ପାଇଁ ଆସିଲା ଦମଦାର ଅଫର, ହାତଛଡ଼ା କରନ୍ତୁ ନାହିଁ ଏହି ସୁଯୋଗ…
ଓଡିଶା ଭାସ୍କର: ଖସିଲା ଆଇଫୋନ ଦର। ଭାଲେଣ୍ଟାଇନ୍ ୱିକରେ ଆସିଲା ଦମଦାର ଅଫର। ଯଦି ଆପଣ ଆଇଫୋନ କିଣିବା ପାଇଁ ପ୍ଲାନିଙ୍ଗ କରୁଛନ୍ତି ତେବେ ଏବେ ହିଁ କିଣନ୍ତୁ। ଦୁଇ ବର୍ଷ ତଳେ ଲଞ୍ଚ ହୋଇଥିବା iPhone 16 Plus ଏବେ…
