Asia Cup 2025: UAE ମ୍ୟାଚ୍ ପୂର୍ବରୁ ହାଇଡ୍ରାମା ପଡ଼ିଲା ମହଙ୍ଗା, ପାକିସ୍ତାନ ବିରୁଦ୍ଧରେ ଆକ୍ସନ ନେବ ICC ! ଲାଗଲା ଶକ୍ତ ଝଟକା…
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ ତାରିଖରେ ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ଟି୨୦ ଏସିଆ କପ୍ ୨୦୨୫ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ପାକିସ୍ତାନୀ ଦଳ ୪୧ ରନରେ ବିଜୟୀ ହୋଇଥିଲା। ତଥାପି, ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନ…

