IND vs PAK: ‘ଗମ୍ଭୀର ପରିଣାମ’…ପାକିସ୍ତାନ ନିଷ୍ପତ୍ତିରେ ଭଡ଼କିଲା ICC, ଏବେ PCB ବିରୋଧରେ ନିଆଯିବ ଏହି 5ଟି…
ନୂଆଦିଲ୍ଲୀ: T20 ବିଶ୍ୱକପ୍ 2026 ଆରମ୍ଭ ହେବାର ମାତ୍ର ଛଅ ଦିନ ପୂର୍ବରୁ, ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ନୂତନ ବିବାଦ ସୃଷ୍ଟି କରିଛି। ପ୍ରାୟ ଗୋଟିଏ ସପ୍ତାହ ଧରି ବିଶ୍ୱକପ୍ ରେ ଅଂଶଗ୍ରହଣ କରିବାର ନିଷ୍ପତ୍ତିରେ…
