ICC ମହିଳା ବିଶ୍ୱକପ୍ ୨୦୨୫: ଶ୍ରେଷ୍ଠ ଦଳ ଘୋଷଣା କଲା ICC, ଏହି ୩ ଭାରତୀୟ ଖେଳାଳିଙ୍କୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) "ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ" ଘୋଷଣା କରିଛି, ଯେଉଁଥିରେ ତିନି ଜଣ ଭାରତୀୟ ଖେଳାଳି ସାମିଲ ଅଛନ୍ତି। ଏଥିରେ ଓପନର ସ୍ମୃତି ମନ୍ଧାନା, ଷ୍ଟାର ଅଲରାଉଣ୍ଡର ଦୀପ୍ତି…

