ଦେଶ ରଚିଲା ଇତିହାସ; ତିଆରି ହେଲା ପ୍ରଥମ ମ୍ୟାଲେରିଆ ଭ୍ୟାକ୍ସିନ, ICMR ଏହି 5ଟି କମ୍ପାନୀକୁ ଦେଲା ଲାଇସେନ୍ସ
ନୂଆଦିଲ୍ଲୀ: ଏଣିକି ମ୍ୟାଲେରିଆ ନିରାକରଣ ହେବ ଆହୁରି ସହଜ । ଖୁବ୍ଶୀଘ୍ର ଆସିବାକୁ ଯାଉଛି ମ୍ୟାଲେରିଆ ଟିକା(Malaria Vaccine) । ଏହି ଟିକା ବର୍ତ୍ତମାନ ଉପଲବ୍ଧ ଥିବା ଔଷଧ ତୁଳନାରେ ବେଶ୍ ପ୍ରଭାବୀ ରହିବ ବୋଲି…

