Aadhar Rules; ୧୦ ବର୍ଷ ହେଲାଣି କି ଆପଣଙ୍କ ଆଧାର କାର୍ଡ, ଏବେ ମାଗଣା କରିନିଅନ୍ତୁ ଅପଡେଟ, ନଚେତ୍…
ନୂଆଦିଲ୍ଲୀ: ଆଧାର କାର୍ଡ ଆଜି କେବଳ ଏକ ପରିଚୟପତ୍ର ନୁହେଁ। ଏହା ଦେଶରେ ସବୁଠାରୁ ଅଧିକ ବ୍ୟବହୃତ ଡକ୍ୟୁମେଣ୍ଟ ପାଲଟିଛି। ଏହାକୁ ଯୋଜନା, ସରକାରୀ ଏବଂ ବେସରକାରୀ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାମରେ ବ୍ୟବହାର…

