ବିଭିନ୍ନ ରାଜ୍ୟରେ ବଢ଼ିବ ଗ୍ରୀଷ୍ମର ପ୍ରକୋପ: ହିଟୱେଭ ଆଲର୍ଟ ଜାରି କଲା IMD
ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମର ପ୍ରବଳ ପ୍ରକୋପ ଦେଖିବାକୁ ମିଳିଛି । ବିଶେଷ କରି ଉତ୍ତର ଭାରତରେ ଗରମର କହର ସୃଷ୍ଟି ହୋଇଛି । ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ବୃଦ୍ଧି ହୋଇଥିବା ଜଣାପଡ଼ିଛି…
