ଏମିତି ଏକ ଦେଶ ଯେଉଁଠି ଆପଣ ପ୍ରତି ଘରେ ଲୋକ ବାଘ ପାଳୁଥିବାର ଦେଖି ପାରିବେ; କେଉଁ ଦେଶ ବିଷୟରେ କହୁଛି ଆସନ୍ତୁ ଜାଣିବା…
ଓଡିଶା ଭାସ୍କର: ଥରେ ଭାବନ୍ତୁ ଆପଣ ସକାଳ ଉଠିବା ବେଳକୁ ଆପଣଙ୍କ ପାଖରେ ଏକ ଚିତାବାଘକୁ ଦେଖିବେ ତେବେ ଆପଣ କଣ କରିବେ? ନିହାତି ସେ ସ୍ଥାନ ଛାଡି ସେଠାରୁ ପଳାଇବେ। ମାତ୍ର ଏମିତି ଏକ ଦେଶ ଅଛି ଯେଉଁଠାରେ ସିଂହ ଓ…
