ବନ୍ଦ ହେବାକୁ ଯାଉଛି କି ପୁରୁଣା ଟିକସ ଦାଖଲ ବ୍ୟବସ୍ଥା? ସରକାର କରିଦେଲେ ସ୍ପଷ୍ଟ
ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ (ITR) ଦାଖଲ କରୁଥିବା ଲକ୍ଷ ଲକ୍ଷ କରଦାତାଙ୍କ ମନରେ ଏକ ପ୍ରମୁଖ ପ୍ରଶ୍ନ ବହୁତ ଦିନ ଧରି ଉଙ୍କି ମାରୁଛି। ସରକାର କ'ଣ ପୁରୁଣା ଟିକସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ…
