IND A vs AUS A: ଟେଷ୍ଟ ସିରିଜ ପୂର୍ବରୁ ଇଣ୍ଡିଆକୁ ଝଟକା, କେ.ଏଲ ରାହୁଲ ସମେତ 3 ଦୁର୍ଦ୍ଦଶ ଖେଳାଳି ଟିମରୁ ଆଉଟ୍
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି KL ରାହୁଲ, ଦେବଦତ୍ତ ପାଡିକ୍କଲ୍ ଏବଂ ଧ୍ରୁବ ଜୁରେଲ୍ ଦମଦାର ପ୍ରଦର୍ଶନ କରିବେ…

