ଭାରତ-ଆମେରିକା ଟ୍ରେଡ୍ ଡିଲରୁ ସାଇଲେଣ୍ଟ ୟୁ-ଟର୍ଣ୍ଣ ନେଉଛନ୍ତି ଟ୍ରମ୍ପ, ଫ୍ୟାକ୍ଟ ସିଟ୍ ଜାରି ପରେ କରିଦେଲେ ବଡ ଚେଞ୍ଜ
IND-US Trade Deal: ଆମେରିକା ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସହିତ ଜଡିତ ତଥ୍ୟପତ୍ରକୁ ଚୁପଚାପ୍ ସଂଶୋଧନ କରିଛି। ହ୍ୱାଇଟ୍ ହାଉସ୍ ଦ୍ୱାରା ଡକ୍ୟୁମେଣ୍ଟ ପ୍ରକାଶିତ ହେବାର ମାତ୍ର ଗୋଟିଏ ଦିନ ପରେ, ଶବ୍ଦାବଳୀ ଏବଂ…
