ହଇଚଇ ସୃଷ୍ଟି କଲେ ଇଶାନ-ସୂର୍ଯ୍ୟକୁମାର, ନ୍ୟୁଜିଲ୍ୟାଣ୍ଡକୁ ୭ ଓ୍ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ
ଓଡିଶାଭାସ୍କର: ଟିମ୍ ଇଣ୍ଡିଆକୁ ବଡ଼ ସଫଳତା। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ କୁ ବି କବଜା କରିନେଲା ଭାରତୀୟ ଟିମ୍।
ରାୟପୁରର ସହିଦ ବୀର ନାରାୟଣ ସିଂହ…
