ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିର୍ଦ୍ଧୁମ ମାଡ଼, ଏକା ଇଶାନ ବାଡ଼େଇଲେ ୧୦୩ ରନ୍; ପଞ୍ଚମ ମ୍ୟାଚରେ ଉଡିଲା ଟିମ ଇଣ୍ଡିଆର ରନ
ନୂଆଦିଲ୍ଲୀ: ପଞ୍ଚମ ଟି-୨୦ରେ ଭାରତ ନ୍ୟୁଜିଲାଣ୍ଡ ପାଇଁ ୨୭୨ ରନର ଟାର୍ଗେଟ ରଖିଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୦ ଓଭରରେ ୫ ୱିକେଟ ହରାଇ ୨୭୧ ରନ କରିଥିଲା। ଏହା ଟି-୨୦ରେ ଭାରତର ତୃତୀୟ ସର୍ବାଧିକ ସ୍କୋର।…
