ଆଜି ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦, ସୂର୍ଯ୍ୟଙ୍କ ପ୍ଲେଇଂ ୧୧ରୁ ବାଦ୍ ପଡ଼ିବେ ସଞ୍ଜୁ, ସାମିଲ ହେବେ ଏହି ଖେଳାଳି
ଓଡିଶାଭାସ୍କର: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଅନ୍ତିମ ଟି-୨୦ ମ୍ୟାଚ୍। ଥିରୁଅନନ୍ତପୁରମରେ ରାତି ୭ଟାରେ ଖେଳାଯିବ ମ୍ୟାଚ୍। ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଆଗୁଆ ଅଛି। ହେଲେ ଶେଷ ମ୍ୟାଚ୍ ଜିତିବାକୁ…
