ଆସନ୍ତାକାଲି ହେବ ହାଇଭୋଲଟେଜ୍ ମ୍ୟାଚ୍, ଜାଣନ୍ତୁ କେମିତି ମାଗଣାରେ ଦେଖିବେ ଭାରତ-ପାକିସ୍ତାନ ଲାଇଭ୍ ମ୍ୟାଚ୍
IND vs PAK Live Streaming: କ୍ରିକେଟ୍ ପ୍ରେମୀମାନେ ୧୫ ଫେବୃଆରୀ, ୨୦୨୬କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କାରଣ ଏହି ଦିନ, ୨୦୨୬ ଟି୨୦ ବିଶ୍ୱକପର ମହାମୁକାବିଲା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ।…
