Ind Vs Pak: ଫ୍ରିରେ ଲାଇଭ୍ ମ୍ୟାଚ୍ ଦେଖବାର ମିଳିଗଲା ଯୋଗାଡ଼! ଖର୍ଚ୍ଚ ହେବନି ଟଙ୍କାଟିଏ, ଜାଣନ୍ତୁ ଡିଟେଲ୍ସ…
India vs Pakistan Match Live Streaming: ଆଜି (ଫେବୃଆରୀ 15) ଟି-20 ବିଶ୍ୱକପରେ ଏକ ହାଇ-ଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଭାରତ ଏବଂ ପାକିସ୍ତାନୀ ଦଳ ମଧ୍ୟରେ ହେବ ମହାମୁକାବିଲା । ମ୍ୟାଚ୍ ସନ୍ଧ୍ୟା 7 ଟାରୁ…
