ଯଦି ବର୍ଷା ଯୋଗୁଁ ବାତିଲ ହୁଏ ଭାରତ-ପାକିସ୍ତାନ ମ୍ୟାଚ୍, ତେବେ କେଉଁ ଦଳ ଜିତିବ, କ’ଣ ରହିଛି ନିୟମ
ଓଡିଶାଭାସ୍କର: ୨୦୨୬ ଟି-୨୦ ବିଶ୍ୱକପ୍ର ୨୭ତମ ଲିଗ୍ ମ୍ୟାଚ୍ ରବିବାର, ଫେବୃଆରୀ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମ୍ରେ ସନ୍ଧ୍ୟା ୭:୦୦ ଟାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ।…
