ପାକିସ୍ତାନକୁ ହରାଇବା ପରେ ବି ପଡିଆରେ ଭାରତୀୟ ଖେଳାଳିଙ୍କ ଭିତରେ କାହିଁକି ହେଲା ଯୁକ୍ତିତର୍କ, ଭାଇରାଲ ହେଲା ଭିଡିଓ
IND vs PAK: ଟି-୨୦ ବିଶ୍ୱକପ୍ ୨୦୨୬ ରେ ପାକିସ୍ତାନ ବିପକ୍ଷରେ ପ୍ରଭାବଶାଳୀ ବିଜୟ ପରେ ଟିମ୍ ଇଣ୍ଡିଆର ଶିବିର ଉତ୍ସବ ଓ ଆନନ୍ଦରେ ପରିପୂର୍ଣ୍ଣ ଥିବା ବେଳେ, ମ୍ୟାଚ୍ ପରେ ପଡ଼ିଆରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ…
