ଭାରତୀୟଙ୍କ ଆମେରିକା ଯିବା ସ୍ୱପ୍ନ ହେଲା ଚୁରମାର୍…. ନଜର ପକାନ୍ତୁ ଏହି ରିପୋର୍ଟ ଉପରେ, ଯାହା ଆପଣଙ୍କୁ ଚିନ୍ତାର ପକାଇଦେବ
ନୂଆଦିଲ୍ଲୀ: ଆମେରିକାରେ କାମ କରୁଥିବା ଭାରତୀୟଙ୍କ ପାଇଁ ପଥ ଆହୁରି କଷ୍ଟକର ହେଉଛି। କେବଳ H-1B ଭିସାର ଅଭାବ ନୁହେଁ, ବରଂ ଭାରତୀୟ ପରିବାର ଏବଂ ଛାତ୍ରମାନଙ୍କ ପାଇଁ ଅନ୍ୟାନ୍ୟ ଜରୁରୀ ଭିସା, ଯେପରିକି H4 (ପରିବାର…

