(Video)ଭୟରେ ଥରହର ପାକିସ୍ତାନ: ଟ୍ରେନରୁ ପ୍ରଥମ ଥର ଅଗ୍ନି ପ୍ରାଇମ୍ ମିସାଇଲ ଛାଡ଼ିଲା ଭାରତ, ବିଶ୍ବ ତାଟକା
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳତାର ସହିତ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରକୁ…

