Asia Cup 2025: ଆଜି ମଇଦାନକୁ ଓହ୍ଲାଇବେ ସୂର୍ଯ୍ୟକୁମାରଙ୍କ ବୀର ଯୋଦ୍ଧା, IND vs UAE ମ୍ୟାଚରେ ହେବ କଡ଼ା ଟକ୍କର
ନୂଆଦିଲ୍ଲୀ: ଏସିଆ କପ୍ 2025 ଆରମ୍ଭ ହୋଇଯାଇଛି ଏବଂ ଭାରତୀୟ ଦଳ ଆଜି ଅର୍ଥାତ୍ ବୁଧବାର (ସେପ୍ଟେମ୍ବର 10) ତାର ପ୍ରଥମ ମ୍ୟାଚରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ସହିତ ମୁକାବିଲା କରିବାକୁ ଯାଉଛି।
ଏହି ମ୍ୟାଚ୍…

