ପାକିସ୍ତାନ କେଉଁ ଦେଶଠାରୁ କେତେ ଋଣ ନେଇଛି, ଏହି ତାଲିକାରେ ଅଛି କି ଭାରତ? ଭିକ ମାଗି ମାଗି କାଙ୍ଗାଳ ହେଲାଣି ପାକିସ୍ତାନ!
ନୂଆଦିଲ୍ଲୀ: ପାକିସ୍ତାନର ଅର୍ଥନୀତି ବର୍ତ୍ତମାନ କଠିନ ପଥ ଦେଇ ଗତି କରୁଛି, ଯେଉଁଠାରେ ପ୍ରତ୍ୟେକ ପଥ ଋଣ ଆଡ଼କୁ ନେଇଯାଉଥିବା ପରି ମନେ ହେଉଛି। ମୁଦ୍ରାସ୍ଫୀତି, ଦୁର୍ବଳ ହେଉଥିବା ମୁଦ୍ରା ଏବଂ କ୍ଷୟକ୍ଷତି ମଧ୍ୟରେ, ଏକ…
