ଭାରତ ଆଗରେ ପାକିସ୍ତାନର ଗୁହାରି! ସିନ୍ଧୁ ଜଳ ଚୁକ୍ତି ନେଇ ପୁଣି ଆଲୋଚନା ପାଇଁ ଅନୁରୋଧ
ନୂଆଦିଲ୍ଲୀ: ଭାରତର କଡ଼ା ଆଭିମୁଖ୍ୟ ମଧ୍ୟରେ ଏବେ ପୁଣି ଆଲୋଚନା ପାଇଁ ଅନୁରୋଧ କରିଛି ପାକିସ୍ତାନ। ସିନ୍ଧୁ ଜଳ ଚୁକ୍ତିକୁ ନେଇ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ବିବାଦ ମଧ୍ୟରେ ପାକିସ୍ତାନ ଭାରତକୁ ଏହି ଅନୁରୋଧ କରିଛି।…

