Asia Cup 2025: ଟିମ୍ ଇଣ୍ଡିଆ ଉପରେ ଟଙ୍କାର ବର୍ଷା, UAEକୁ ହରାଇବା ପରେ ମିଳିଲା ଏତେ ପୁରସ୍କାର
ନୂଆଦିଲ୍ଲୀ: ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳ UAEକୁ 9 ୱିକେଟ୍ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଧମାକେଦାର ଏଣ୍ଟ୍ରି କରିଛି । ଏହି ଆଧାରରେ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲ୍ରେ ପ୍ରଥମ ସ୍ଥାନ ହାସଲ କରିଥିଲା। କେବଳ…

