ଫ୍ଲପ୍ ଇନିଂସ ପରେ ସଞ୍ଜୁଙ୍କ ଉଲ୍ଲେଖନୀୟ ସଫଳତା, ନାମିବ୍ୟା ବିପକ୍ଷ ମ୍ୟାଚରେ କଲେ ଏହି ବଡ଼ ରେକର୍ଡ
Sanju Samson: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ୨୦୨୬ ମ୍ୟାଚ୍ରେ ଭାରତ ନାମିବ୍ୟାକୁ ୯୩ ରନ୍ରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି। ଏହି ମ୍ୟାଚ୍ରେ ଭାରତୀୟ ଦଳରେ ଗୋଟିଏ…
