Asia Cup 2025: କେବେ, କେଉଁଠି, କାହାକୁ ମଇଦାନରେ ଭେଟିବ ଟିମ୍ ଇଣ୍ଡିଆ; ଜାଣି ନିଅନ୍ତୁ ପୁରା ସିଡ୍ୟୁଲ୍
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ୯ ସେପ୍ଟେମ୍ବର ଅର୍ଥାତ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଏଥର ଏସିଆ କପ୍ ଟି୨୦ ଫର୍ମାଟରେ ଖେଳାଯିବାକୁ ଅଛି। ଟିମ୍ ଇଣ୍ଡିଆ ୧୦ ସେପ୍ଟେମ୍ବରରୁ ଏହାର ଅଭିଯାନ ଆରମ୍ଭ କରିବ।…

