“BCCI ମୁହଁରେ ଶକ୍ତ ଚାପୁଡ଼ା ମାରିଛି ପାକିସ୍ତାନ”, ଭାରତ ସହ ପାକ୍ ମ୍ୟାଚ୍ ବୟକଟ୍ କରିବା ପରେ ଏମିତି କିଛି କହିଲେ ପ୍ରିୟଙ୍କା…
ଓଡିଶାଭାସ୍କର: ପାକିସ୍ତାନ ଆଇସିସି ପୁରୁଷ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ହେଉଛି ଫେବୃଆରୀ ୧୫ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ମ୍ୟାଚ୍ ହେବ ନାହିଁ।…
