Indian Air Force Recruitment 2025: ଏତିକି ଯୋଗ୍ୟତା ଥିଲେ ଭାରତୀୟ ବାୟୁସେନାରେ ମିଳିବ ଚାକିରି, ଦରମା ଶୁଣି ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଯୋଗଦେବାର ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର । ବାୟୁସେନା ଅଗ୍ନିପଥ ଯୋଜନା ଅଧୀନରେ ଅଗ୍ନିବୀର ଏୟାର ଇନଟେକ 1/2026 ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ଘୋଷଣା…
