ମୋଦିଙ୍କ ଟିମରେ ସବୁ କୋଟିପତି ମନ୍ତ୍ରୀ , ଭରତର ୪୭% ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ
ନୂଆଦିଲ୍ଲୀ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ର ରିପୋର୍ଟ ଅନୁଯାୟୀ, ଦେଶର 643 ମନ୍ତ୍ରୀଙ୍କ ମଧ୍ୟରୁ 302 ଅର୍ଥାତ୍ ପ୍ରାୟ 47 ପ୍ରତିଶତ ମନ୍ତ୍ରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ହୋଇଛି,…

