(Video)ଆମେରିକାରେ ଅସୁରକ୍ଷିତ ଭାରତୀୟ; ପରିବାର ସମ୍ମୁଖରେ ଭାରତୀୟଙ୍କୁ ହତ୍ୟା, କୁରାଢୀରେ ମୁଣ୍ଡ-ଗଣ୍ଡି ଅଲଗା
ୱାଶିଂଟନ: ଆମେରିକାରେ ଜଣେ ଭାରତୀୟ ବ୍ୟକ୍ତିଙ୍କୁ ତାଙ୍କ କର୍ମଚାରୀ ଏକ କୁରାଢ଼ିରେ ମୁଣ୍ଡ କାଟି ହତ୍ୟା କରିଛି। କୁହାଯାଉଛି ଯେ ମୋଟେଲରେ ୱାସିଂ ମେସିନ୍ ନେଇ ଉଭୟଙ୍କ ମଧ୍ୟରେ ଏକ ଛୋଟ ବିବାଦ ହୋଇଥିଲା, ଯାହା ପରେ…

