ICC ଦଣ୍ଡରୁ ବଞ୍ଚିବା ପାଇଁ କୋହଲି ଓ ଧୋନିଙ୍କ ନାଁ ନେଇଥିଲେ ପାକିସ୍ତାନ ଖେଳାଳି, ଆଶ୍ଚର୍ଯ୍ୟଜନକ ସତର ଖୁଲାସା
ଓଡିଶାଭାସ୍କର: ୨୦୨୫ ଏସିଆ କପର ସୁପର ୪ରେ ଭାରତ ବିପକ୍ଷରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ସାହିବଜାଦା ଫରହାନଙ୍କ "ଗନ୍ ସେଲିବ୍ରେସନ୍" ପାଳନ ଏକ ବଡ଼ ବିବାଦ ସୃଷ୍ଟି କରିଥିଲା।
ହାରିସ୍ ରୌଫ ମଧ୍ୟ ବିମାନକୁ ତଳକୁ…

