GK :ଜାଣନ୍ତି କି ଏଭଳି ପଶୁ ଯାହା ସୁନାଠାରୁ ଅଧିକ ମୂଲ୍ୟବାନ, ମାଂସ ପ୍ରତି କିଲୋ ୩୦ହଜାରରୁ ଅଧିକ ଦରରେ ହୁଏ ବିକ୍ରି …ଏତେ ବିରଳ…
ଭୁବନେଶ୍ୱର: ବଜ୍ରକାପ୍ତା ଦୁନିଆର ସବୁଠାରୁ ରହସ୍ୟମୟ ଏବଂ ବିରଳ ଜୀବମାନଙ୍କ ମଧ୍ୟରୁ ଅନ୍ୟତମ । ସେଥିପାଇଁ ଆପଣ ଅନେକ ସମୟରେ ବଜ୍ରକାପ୍ତା ଚୋରାଚାଲଣ ଧରା ପଡିବା କଥା ଖବରରେ ଶୁଣିଥିବେ । ଏହା ଏପରି ଏକ ଅନନ୍ୟ ପ୍ରାଣୀ…

