ଲାଜ ଲାଗୁନି…UN ମଞ୍ଚରେ ଭାରତୀୟ ମହିଳା ଅଧିକାରୀଙ୍କ ପାକିସ୍ତାନକୁ ଅଗ୍ନିବାଣ, ପହଲଗାମଠୁ ଲାଡେନ ପର୍ଯ୍ୟନ୍ତ ଖୋଲିଲେ ପାକର ପୋଲ
ନୂଆଦିଲ୍ଲୀ: ଭାରତ ପୁଣି ଥରେ ଜାତିସଂଘ (ୟୁଏନ)ରେ ପାକିସ୍ତାନର ପୋଲ୍ ଖୋଲିଛି। ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି । ଏହା ସହ ନିଜ ଦେଶରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ବନ୍ଦ କରିବାକୁ ଦାବି…

