ଫୁସକି ଗଲା ଟ୍ରମ୍ପଙ୍କ ଶୁଳ୍କ ବମ୍, ଭାରତୀୟ ଚା’ ଓ ମସଲା ସହିତ ଏହି ସାମଗ୍ରୀ ଉପରେ ମିଳିବ ଫାଇଦା
ନୂଆଦିଲ୍ଲୀ: କ୍ଷମତାକୁ ଆସିବା ପରଠାରୁ ବିଶ୍ୱ ଶକ୍ତିର ଏକ ସ୍ରୋତ ସୃଷ୍ଟି କରିଆସୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ତାଙ୍କର ଆଭିମୁଖ୍ୟକୁ ନରମ କରୁଛନ୍ତି।
ଦେଶକୁ ଘାରିଥିବା ମାନ୍ଦାବସ୍ଥା…
