IND vs PAK: ସୂର୍ଯ୍ୟକୁମାରଙ୍କ ପାକିସ୍ତାନକୁ ଚେତାବନୀ, ସୁପର-୪ ମ୍ୟାଚ୍ ପୂର୍ବରୁ କଲେ ଏ ବଡ ଘୋଷଣା…
ନୂଆଦିଲ୍ଲୀ: ଏସିଆ କପ୍ 2025ରେ ଏପର୍ଯ୍ୟନ୍ତ ଭାରତୀୟ ଦଳ ଏକପାଖିଆ ପ୍ରଦର୍ଶନ କରିଛି। ଗ୍ରୁପ୍ ପର୍ଯ୍ୟାୟ ସମାପ୍ତ ହେବା ପରେ, ଟିମ୍ ଇଣ୍ଡିଆ ସୁପର-4 ରାଉଣ୍ଡରେ ତାର ପରବର୍ତ୍ତୀ ମ୍ୟାଚ୍ ଖେଳିବା ପାଇଁ ମଇଦାନକୁ…

